This browser does not support the video element.
ସୋନପୁର: ଗଡ଼ଯାତର ଅଧିଷ୍ଟାତ୍ରୀ ଦେବୀ ମାଁ ସୁରେଶ୍ୱରୀ ଆଜି କାଳରାତ୍ରୀ ବେଶ ଧାରଣ କରି ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଉଛନ୍ତି।
Sonapur, Subarnapur (Sonepur) | Sep 28, 2025
ସୁବର୍ଣ୍ଣପୁର ଗଡ଼ଯାତର ଅଧିଷ୍ଟାତ୍ରୀ ଦେବୀ ମାଁ ସୁରେଶ୍ୱରୀ ଆଜି କାଳରାତ୍ରୀ ବେଶ ଧାରଣ କରି ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଉଛନ୍ତି। ସୁବର୍ଣ୍ଣପୁରର ଗଡ଼ଜାତ ର ଅଧିଷ୍ଟାତ୍ରୀ ଦେବୀ ମାଁ ସୁରେଶ୍ୱରୀଙ୍କ ଆଜି ହେଉଛି କାଳରାତ୍ରୀ ବେଶ। ଗତକାଲି ମାଁ କାତ୍ୟାୟନୀ ବେଶ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଆସନ୍ତା କାଲି ମାଁ ମହାଗୌରୀ ବେଶ ଧାରଣ କରିବେ:ଏବେ ନବରାତ୍ର ପାଇଁ ପ୍ରତ୍ୟେକ ଦିନ ମାଁ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ସକାଳୁ ସକାଳୁ ବଡିଭୋରରୁ ଦ୍ୱାରଫିଟା ପରେ ମାଙ୍କୁ ସୁବାଷିତ ଜଳରେ ସ୍ନାନ କରାଯାଇ ।କାଳରାତ୍ରୀ ବେଶ କରାଯାଇଥିଲା ।