Download Now Banner

This browser does not support the video element.

ନର୍ଲା: ଭାଟେଲ ଗ୍ରାମର ଜଣେ 23 ବର୍ଷୀୟ ମାନସିକ ବିକୃତି ଯୁବତୀ ଙ୍କୁ ଗାଳିଗୁଲଜ ଓ ଭିଡ଼ିଓ ଫୋଟୋ ଉଠାଇବା ଘଟଣା କୁ ନେଇ ଆଜି ଥାନାରେ ଅଭିଯୋଗ ଅଭିଯୋଗ

Narala, Kalahandi | Aug 24, 2025
ଗତ 23 ତାରିଖ ଦିନ ସନ୍ଧ୍ୟା ପାୟ ସାତ ଘଣ୍ଟା ସମୟରେ ଭାଟେଲ ଗ୍ରାମର ଜଣେ 23 ବର୍ଷୀୟ ମାନସିକ ବିକୃତି ଯୁବତୀ ଙ୍କୁ ସ୍ଥାନୀୟ ଗ୍ରାମର କିଶୋର ସୁନା, କେଶବ ହରିଜନ, ଉମାକାନ୍ତ ନାଗ ଓ ରାହୁଲ୍ ହରିଜନ ମିଶି ଅଭଦ୍ର ଭାଷା ରେ ଗାଳିଗୁଲଜ କରିଥିବା ଓ ଭିଡ଼ିଓ ଫୋଟୋ ଉଠାଇବା ଘଟଣା କୁ ନେଇ ଉଭୟ ପକ୍ଷ ଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲେ ଆଜି ରବିବାର ସନ୍ଧ୍ୟା ସାତ ଘଣ୍ଟା ସମୟରେ ଯୁବତୀ ଙ୍କ ମାଆ ଥାନରେ ଚାରିଜଣ ଯୁବକ ଙ୍କ ନାମରେ ଅଭିଯୋଗ କରିଛନ୍ତି
Read More News
T & CPrivacy PolicyContact Us