Download Now Banner

This browser does not support the video element.

ଝାରସୁଗୁଡା: ଝାରସୁଗୁଡା ପୌରପାଳିକାର କାପୁମାଲ ସ୍ଥିତ MCC ଏବଂ MRF ପରିଦର୍ଶନ କଲେ ଝାରସୁଗୁଡା ଜିଲ୍ଲାପାଳ

Jharsuguda, Jharsuguda | Oct 9, 2025
ଝାରସୁଗୁଡା ପୌରପାଳିକାର କାପୁମାଲ ସ୍ଥିତ MCC ଏବଂ MRF ପରିଦର୍ଶନ କଲେ ଝାରସୁଗୁଡା ଜିଲ୍ଲାପାଳ। ତେବେ ଆଜି ସକାଳ ସାଢେ ଏଗାରଟା ସମୟରେ ଝାରସୁଗୁଡା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାଣ ଝାରସୁଗୁଡା ପୌରପାଳିକାର କାପୁମାଲ ସ୍ଥିତ MCC ଏବଂ MRF ପରିଦର୍ଶନ କରି ଉପସ୍ଥିତ ଅଧିକାରୀ ଓ କର୍ମଚାରୀଙ୍କ ସହିତ ଆଲୋଚନା କରିଛନ୍ତି। ଏହି ପରିଦର୍ଶନ ସମୟରେ ଆବର୍ଜନାକୁ ସଠିକ୍ ଭାବରେ ପୃଥକୀକରଣ କରିବା ଏବଂ ଡମ୍ପ ସାଇଟ୍ ସଫା କରିବା ଉପରେ ଧ୍ୟାନ ଦେବାକୁ ଝାରସୁଗୁଡା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାଣ ପରାମର୍ଶ ଦେଇଛନ୍ତି। ଝାରସୁଗୁଡା ଜିଲ୍ଲାପାଳଙ୍କ ଏପରି ପଦକ୍ଷେପ ଝାରସୁଗୁଡାକୁ ଏକ ସୁନ୍ଦର
Read More News
T & CPrivacy PolicyContact Us