This browser does not support the video element.
ଦିଗପହଣ୍ଡି: ଗୋପାଳପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଯୁବକ ମୃତ
Digapahandi, Ganjam | Sep 5, 2025
ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଗୋପାଳପୁର ଗ୍ରାମର ଏକ ଦୁଖଦ ଘଟଣା ଘଟିଛି । ଏକ ସାପ କାମୁଡାରେ ସେହି ଗ୍ରାମର ମନ୍ନଥ ଭୂୟାଁଙ୍କ ମୃତ୍ୟୁବରଣ ହୋଇଥିବା ଖବର ମଳିଛି । ଘଟଣାଟି ଆଜି ଦିନ 9 ଘଣ୍ଟ ସମୟରେ ଘଟିଥିବା ବେଳେ ମନ୍ମଥ ଜମିରେ କାମ କରୁଥିବା ବେଳେ ଏହି ଘଟଣା ଘଟିଥିବା ଜଣା ପଡିଛି ।