Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ଓଡ଼ିଶା ଶିଶୁ ସୁରକ୍ଷା କମିଶନ ସଦସ୍ୟା ଙ୍କ ବାଲେଶ୍ଵର ୱାନ ଷ୍ଟପ ସେଣ୍ଟର ପରିଦର୍ଶନ

Baleshwar M, Balasore | Aug 25, 2025
ଓଡ଼ିଶା ଶିଶୁ ସୁରକ୍ଷା କମିଶନ ର ସଦସ୍ୟା ସୁଜାତା ନାୟକ ବାଲେଶ୍ଵର ଗସ୍ତରେ ଆସି ଆଜି ଦିନ ୧୧ ଟା ସମୟରେ ସର୍କିଟ ହାଉସ ଠାରେ ପହଞ୍ଚିଥିଲେ।ଶ୍ରୀମତୀ ନାୟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ୱାନ ଷ୍ଟପ ସେଣ୍ଟର କୁ ପରିଦର୍ଶନ କରିବା ସହ ଅନ୍ତେବାସୀ ଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।ସେହିପରି ଜିଲ୍ଲାରେ ଥିବା ଅନ୍ୟ ସି ସି ଆଇ ପରିଦର୍ଶନ କରିବା ନେଇ ସୂଚନା ଦେଇଥିଲେ।ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ,ଜିଲ୍ଲା ଶିଶୁ ସୁରକ୍ଷା କମିଟିର ସଦସ୍ୟ ପ୍ରମୁଖ ଶ୍ରୀମତୀ ନାୟକଙ୍କୁ ସ୍ଵାଗତ ଜଣାଇଥିଲେ।
Read More News
T & CPrivacy PolicyContact Us