Install App
jsdaanesh
This browser does not support the video element.
ଜଳେଶ୍ବର: ଏକତାଳି ନିକଟରେ ପୁଣି ଜାତୀୟ ରାଜପଥ ଉପରୁ ଦିବା ଆଲୋକରେ ବନ୍ଧୁକ, ଭୁଜାଲି ଦେଖାଇ ଲୁଟ ନେଇ ଅଭିଯୋଗକାରୀଙ୍କ ପ୍ରତିକ୍ରିୟା
Jaleswar, Balasore | Sep 10, 2025
ଏକତାଳି ନିକଟରେ ପୁଣି ଜାତୀୟ ରାଜପଥ ଉପରୁ ଦିବା ଆଲୋକରେ ବନ୍ଧୁକ, ଭୁଜାଲି ଦେଖାଇ ଲୁଟ। ମେଡ଼ିସିନ ରିପେଜେଣ୍ଟିଙ୍କ ଠାରୁ ୧ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଓ ବହୁ ଚେକ ଲୁଟିନେଲେ ଲୁଟେରା,ଜଳେଶ୍ୱର ଥାନା ୬୦ନଂ ଜାତୀୟ ରାଜପଥ ଏକତାଳି ନିକଟରୁ ହୋଇଛି ଲୁଟ। ଅଭିଯୋଗକାରି ଗତକାଲି ବିଳମ୍ବିତ ରାତିରେ ପ୍ରତିକ୍ରିୟା ଦେଇଛନ୍ତି
Share
Read More News
T & C
Privacy Policy
Contact Us
Your browser does not support JavaScript!