Download Now Banner

This browser does not support the video element.

ମାଲକାନଗିରି: ପାଙ୍ଗାମ ଠାରେ ରାସ୍ତା ଉପରେ ଥିବା ଗାତ ଯୋଗୁଁ ଜଣେ ମୋଟର ସାଇକେଲ ଚାଳକ ଦୁର୍ଘଟଣା ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି

Malkangiri, Malkangiri | Aug 26, 2025
ମାଲକାନଗିରି ଜିଲ୍ଲା ର ପାଙ୍ଗାମ ଠାରେ ରାସ୍ତା ଉପରେ ଥିବା ଗାତ ରେ ପଡି ଜଣେ ମୋଟର ସାଇକେଲ ଚାଳକ ଗୁରୁତର ଆହତ ହୋଇଛନ୍ତି। ମାଲକାନଗିରି ରୁ ଜୟପୁର କୁ ସଂଯୋଗ କରୁଥିବା୩୨୬ ନମ୍ବର ଜାତୀୟ ରାଜପଥ ରେ ଏହି ଦୁର୍ଘଟଣା ଘଟିଥିବା ବେଳେ ସ୍ଥାନୀୟ ଆହତ ବ୍ୟକ୍ତି ଙ୍କୁ ଉଧାର କରି ଚିକିତ୍ସା ପାଇଁ ପଠାଇ ଛନ୍ତି ।
Read More News
T & CPrivacy PolicyContact Us