Download Now Banner

This browser does not support the video element.

ଧର୍ମଶାଳା: ପ୍ରସିଦ୍ଧ ବୌଦ୍ଧ ପୀଠ ଲାଙ୍ଗୁଡ଼ି ପାହାଡ଼ ପରିଦର୍ଶନ କଲେ ମଣ୍ଡଳ ଉନ୍ନୟନ ଅଧିକାରୀ

Dharmasala, Jajpur | Nov 26, 2024
ଧର୍ମଶାଳାର ପ୍ରସିଦ୍ଧ ବୌଦ୍ଧ ପୀଠ ଲାଙ୍ଗୁଡ଼ି ପରିଦର୍ଶନ କଲେ ମଣ୍ଡଳ ଉନ୍ନୟନ ଅଧିକାରୀ। ଆଜି ଅପରାହ୍ନରେ ଧର୍ମଶାଳା ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ଲାଙ୍ଗୁଡ଼ି ପାହାଡ଼ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଏଠାରୁ ବହୁ ବିରଳ ସାମଗ୍ରୀ ଆବିସ୍କୃତ ହୋଇଥିବା ବେଳେ ଏହାର ସୁରକ୍ଷା ଓ ରକ୍ଷଣାବେକ୍ଷଣକୁ ନେଇ ବିଭିନ୍ନ ସମୟରେ ଦାବି ହୋଇ ଆସିଛି। ସୁବିଧା ସୁଯୋଗ ନଥିବାରୁ ଏଠାକୁ ପର୍ଯ୍ୟଟକ ଆସୁନାହାନ୍ତି। ଯାହା ଫଳରେ ଏହି ପୀଠର ଉନ୍ନତି ପାଇଁ ପ୍ରଶାସନ ପଦକ୍ଷେପ ନେବାକୁ ଉଦ୍ୟମ ଆରମ୍ଭ କରିଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us