This browser does not support the video element.
ବଲାଙ୍ଗୀର: ଡୁଙ୍ଗିବାହାଲ ଛଜ ରୁ ଅବୈଧ ମଦ ଜବତ ଜଣେ ଗିରଫ
Balangir, Balangir | Aug 25, 2025
ଅବକାରୀ ବିଭାଗ ର ଅଭିଯାନରେ ଡୁଙ୍ଗିବାହାଳ ଚକରୁ 14 ଲିଟର୍ I.D. Liquor ଜବତ କରାଯାଇଛି ତା ସହିତେ ନମ୍ବର ପ୍ଲେଟ୍ ବିହୀନ ଲାଲ୍ ବର୍ଣ୍ଣର ବାଇକ୍କୁ ମଧ୍ୟ ଜବତ କରାଯାଇଛି। ଏହି ମାମଲାରେ ବେଲଗାଁ, ଧନପୁରର 19 ବର୍ଷୀୟ ସ୍ରୀତମ ବେଶ୍ରାଙ୍କୁ ପୋଲିସ ଗିରଫ କରିଛି। Odisha Excise Act 2008 ର ବିଭିନ୍ନ ଧାରାରେ କେସ୍ ରଜିଷ୍ଟ୍ରି ହୋଇଥିବାବେଳେ, ଅଭିଯୁକ୍ତଙ୍କୁ କୋର୍ଟରେ ହଜିର୍ କରା ଯାଇ ଥିବା ଆଜି ରାତି ୮ଟା ସମୟ ରେ ସୁଚନା ଦୀୟ ଯାଇଛି