Install App
kalpana7958
This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: ବାଲେଶ୍ବର ଅବକାରୀ ବିଭାଗ ପକ୍ଷରୁ ଗୋଧିବସା ଅଞ୍ଚଳ ରେ ଚଢାଉ କରି ୧ଲକ୍ଷ ଟଙ୍କାର ମଦ ଜବତ କରିବା ସହିତ ୨ ଅଭିଯୁକ୍ତଙ୍କୁ ଗିରଫ
Baleshwar M, Balasore | Sep 1, 2025
ସୂଚନା ଅନୁଯାଇ ଗତକାଲି ବାଲେଶ୍ବର ସହରରେ ଗଣେଶ ପୂଜା ଭଷାଣକୁ ଆଳି କଛି ମଦ ବେପାରୀ ମଦ ବେପାର ଚଳାଇଥିଲେ। ଖବର ପାଇ ଅବକାରୀ ବିଭାଗ ଦ୍ବାରା ବାଲେଶ୍ବର ଗୋଧିବସା ଅଞ୍ଚଳରେ ଚଢାଉ କରାଯାଇଥିଲା। ୧ଲକ୍ଷ ଟଙ୍କାର ମଦ ଜବତ୍ କରିବା ସହିତ ଗୋଟିଏ OD01AW8182 ନୁଆ ବୁଲେରୋ ଗାଡିକୁ ସିଜ୍ କରାଯାଇଛି। ୨ଜଣକୁ ଗିରଫ କରାଯାଇଛି। ଏନେଇ ସୋମବାର ଦିନ ୨ଘଟିକାରେ ସୂଚନା ଦିଆଯାଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!