Download Now Banner

This browser does not support the video element.

ଜୁନାଗଡ: ବଳଦିଆମାଲ ସ୍କୁଲ ପ୍ରଧାନ ଶିକ୍ଷକ ଙ୍କ ଛାତ୍ରୀଙ୍କୁ ଅସଦାଚରଣ ଘଟଣା, ଜୁନାଗଡ଼ ଥାନାରେ ପାଲଟା ଅଭିଯୋଗ କଲେ ପ୍ରଧାନ ଶିକ୍ଷକ ଙ୍କ ସ୍ତ୍ରୀ

Junagarh, Kalahandi | Sep 4, 2025
ଜୁନାଗଡ଼ ବ୍ଲକ ବଳଦିଆମାଲ ଗ୍ରାମର ସ୍କୁଲରେ ଛାତ୍ରୀ ଙ୍କୁ ଅସଦାଚରଣ କରୁଥିବା ନେଇ ଅଭିଯୋଗ ହେଲା ପରେ ପୋଲିସ ପ୍ରଧାନ ଶିକ୍ଷକ ଦୁଳେନ୍ଦ୍ର ମେହେର କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ମୋ ସ୍ୱାମୀ ଙ୍କୁ ଫସେଇ ଦେଇଥିବା ଅଭିଯୋଗ ନେଇ ଜୁନାଗଡ଼ ଥାନାରେ ଏତଲା ଦେଲା ପରେ ଗୁରୁବାର ସକାଳ ୧୧ ଟା ରେ ପ୍ରତିକ୍ରିୟା ରଖିଲେ ପ୍ରଧାନ ଶିକ୍ଷକ ଙ୍କ ପତ୍ନୀ .
Read More News
T & CPrivacy PolicyContact Us