Download Now Banner

This browser does not support the video element.

ହଣ୍ଡପା: ଆମ୍ବପାଳ ଗ୍ରାମରେ ଭାଉଜଙ୍କୁ ଟାଙ୍ଗିଆରେ ଆକ୍ରମଣ କଲା ଦିଅର; ଥାନାରେ ଅଭିଯୋଗ

Handapa, Angul | Nov 5, 2024
ଆକ୍ରମଣ କରିଥିବା ସୋମବାର ଦିନ ରୀନା କିଶୋରନଗର ଥାନା ରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ କୁ ଭିତି କରି ସୋମବାର ଦିନ ୪ ଟା ରେ ପୋଲିସ ନମ୍ବର ୨୯୬/୨୪ ରେ ଏକ ମାମଲା ରୁଜୁ କରିଛି । ମଙ୍ଗଳବାର ଦିନ ପୋଲିସ ସୂଚନା ଦେଇଛି ପାରିବାରିକ କଳହ କୁ ନେଇ ରୀନା ସହ ଚନ୍ଦନ ମଧ୍ୟରେ ଝଗଡା ସୃଷ୍ଟି ହୋଇଥିଲା । ପରେ ଏଥିରେ ଚନ୍ଦନ ଉତକ୍ଷିପ୍ତ ତାଙ୍କୁ ଟାଙ୍ଗିଆ ମାଧ୍ୟରେ ଆକ୍ରମଣ କରିଥିବା ଅଭିଯୋଗ ପତ୍ର ରେ ଉଲେଖ କରାଯାଇଛି ।
Read More News
T & CPrivacy PolicyContact Us