Install App
malliksaroj28
This browser does not support the video element.
ପୁରୀ ମ୍ୟୁନିସିପାଲଟି: ଭୋର ସମୟରେ ଦୁର୍ବୁତ୍ତଙ୍କ ଆତଙ୍କରାଜ, ମାଟି ମଣ୍ଡପ ସାହିରେ ବ୍ୟାଟେରୀ ବାଇକ୍ ରେ ଲଗେଇ ଦେଲେ ନିଆଁ l
Puri M, Puri | Sep 7, 2025
ଦୁର୍ବୁତ୍ତଙ୍କ ଆତଙ୍କରାଜ, ବ୍ୟାଟେରୀ ବାଇକ୍ ରେ ଲଗେଇ ଦେଲେ ନିଆଁ, ପୁରୀ ମାଟି ମଣ୍ଡପ ସାହି ରେ ଘଟିଛି ଘଟଣା l ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ଆସି ତଦନ୍ତ ଆରମ୍ଭ କରିଛି l ବିଭିନ୍ନ ସ୍ଥାନରେ ସିସିଟିଭି ଯାଞ୍ଚ କରୁଥିବା ସୂଚନା ମିଳିଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!