Download Now Banner

This browser does not support the video element.

ମାଲକାନଗିରି: ମୁଣ୍ଡିଗୁଡ଼ା ଗ୍ରାମରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

Malkangiri, Malkangiri | Sep 27, 2025
ଆଜି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ରାସବେଡ଼ା ପଞ୍ଚାୟତର ମୁଣ୍ଡିଗୁଡ଼ା ଗ୍ରାମରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ସ୍ୱଚ୍ଛ ଭାରତ ମିଶନର ବ୍ଲକ ବିଆରସି ସୁଶାନ୍ତ ସାହୁଙ୍କ ନେତୃତ୍ୱରେ ହୋଇଥିବା ବେଳେ ରାସବେଡ଼ା ପଞ୍ଚାୟତର ସରପଞ୍ଚ ପ୍ରମିଳା ଗୁଟ୍ଟା, ପଞ୍ଚାୟତ ନିର୍ବାହୀ ଅଧିକାରୀ ହରପ୍ରିୟା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ମୁଣ୍ଡିଗୁଡ଼ା ହାଟ ପଦା, ମନ୍ଦୀର, ବିଦ୍ୟାଳୟ , ଅଙ୍ଗନବାଡ଼ି ଭଳି ଗ୍ରାମର ବିଭିନ୍ନ ସ୍ଥାନରେ ସଫେଇ କରଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଵଂୟ ସହାୟକ ଗୋଷ୍ଠୀର ମହିଳା ଓ ଗ୍ରାମବାସୀ ଥିଲେ।
Read More News
T & CPrivacy PolicyContact Us