This browser does not support the video element.
ଫୁଲବାଣୀ ସହର: ଭାଲିଆପଟା ଗ୍ରାମର ଯୁଗୁରାଇ ପ୍ରଧାନଙ୍କ ଘରକୁ ହାତୀ ଆକ୍ରମଣ କରି ବର୍ଷେ ତଳେ ଭାଙ୍ଗିଦେଲା, ସାହାର୍ଯ୍ୟ ପାଇଁ କଲେ ଅନୁରୋଧ
Phulabani Town, Kandhamal | Sep 4, 2025
ଭାଲିଆପଟା ଗ୍ରାମର ଯୁଗୁରାଇ ପ୍ରଧାନଙ୍କ ଘରକୁ ହାତୀ ଆକ୍ରମଣ କରି ବର୍ଷେ ତଳେ ଭାଙ୍ଗିଦେଲା, ସାହାର୍ଯ୍ୟ ପାଇଁ କଲେ ଅନୁରୋଧ। ସେହି ସମୟରେ କେବଳ ଘର ନୁହେଁ, ଫସଲ, ଗୁହାଳ ଓ ଘରୋଇ ସାମଗ୍ରୀ ମଧ୍ୟ ପୂରା ପୁରି ନଷ୍ଟ କରିଦେଲା । ଏକ ବର୍ଷ ହେଲାଣି, ସରକାରୀ ସହାୟତା କିମ୍ବା ଅନୁକମ୍ପା ରାଶି ଯୁଗୁରାଇ ପ୍ରଧାନ ଆଜି ପର୍ଯ୍ୟନ୍ତ କିଛି ପାଇ ପାରିନାହାନ୍ତି।ଏହି ଏକବର୍ଷ ସମୟରେ ଇଲାକାରେ ହାତୀର ଆତଙ୍କ ଜାରି ରହିଥିବା, ଫଳରେ ୩ ଜଣଙ୍କ ଜୀବନ ଗଲାଣି, ୧୧ଟି ଗାଈ ମାରିଦେଲା, ଓ ଅନେକ ଘର, ଗୁହାଳ ଓ ଫସଲକୁ ନଷ୍ଟ କରିଦେଇଥିଲା.