Download Now Banner

This browser does not support the video element.

ଚିତ୍ରକୋଣ୍ଡା: ଆମ ଆଦମି ପାର୍ଟିରେ ଯୋଗଦେଲେ ଚିତ୍ରକୋଣ୍ତା ର ଯୁବନେତା ଶରତ ଚନ୍ଦ୍ର ବୁରୁଦା

Chitrakonda, Malkangiri | Apr 14, 2024
କଂଗ୍ରସ ଦଳରୁ ଓହରିଯିବା ପରେ ଆମ ଆଦମି ପାର୍ଟି ରେ ଚିତ୍ରକୋଣ୍ତା ର ଯୁବନେତା ଶରତ ଚନ୍ଦ୍ର ବୁରୁଦା । ବିଦ୍ଧିବଦ୍ଧ ଭାବେ ସେ ଆପ୍ ରେ ସାମିଲ ହୋଇଛନ୍ତି । ମାଲକାନଗିରି ଜିଲାର ନେତୃମଣ୍ତଳୀଙ୍କ ସହିତ ଆପ ର ରାଜ୍ୟ ସଭାପତିଙ୍କ ନିକଟରେ ଯୋଗ ଦେଇଛନ୍ତି ଶରତ ବୁରୁଦା । ପୂର୍ବରୁ କଂଗ୍ରେସରେ ଥିଲେ ଶରତ ବୁରୁଦା । ନିଜ ସମର୍ଥକଙ୍କ ସହିତ ବୁରୁଦା ଆମ ଆଦମି ପାର୍ଟିରେ ସାମିଲ ହୋଇଛନ୍ତି ।
Read More News
T & CPrivacy PolicyContact Us