Install App
chikitinews
This browser does not support the video element.
ନୂଆଗାଁ: ପାତ୍ରପୁର ବଡ଼ ବ୍ରାହ୍ମଣ ସାହିରେ ମହା ଆଡ଼ମ୍ବର ସହକାରେ ବିଶ୍ଵକର୍ମା ପୂଜା ପାଳିତ
Nuagaon, Ganjam | Sep 16, 2024
ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାତ୍ରପୁର ବଡ଼ ବ୍ରାହ୍ମଣ ସାହି ଜଗନ୍ନାଥ ମନ୍ଦିର ଛକରେ ଦେବଶିଳ୍ପୀ ବିଶ୍ୱକର୍ମା ପୂଜା ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି l ଏ ଅବସରରେ ବିଭିନ୍ନ ଦେବନୀତି ସମ୍ପନ୍ନ ହୋଇଥିଲା l
Share
Read More News
T & C
Privacy Policy
Contact Us
Your browser does not support JavaScript!