Download Now Banner

This browser does not support the video element.

ମାଲକାନଗିରି: ଓରକେଲ ପୋଲିସ ଦ୍ୱାରା ବାଲିମେଳା-ଜୟପୁର ମୁଖ୍ୟ ରାସ୍ତାର ଓରିଙ୍ଗି ଠାରୁ ୧୦ କିଲୋ ଗଞ୍ଜେଇ ସମେତ ଏକ ବାଇକ ଜବତ, ୨ ଗିରଫ

Malkangiri, Malkangiri | Sep 25, 2025
ମାଲକାନଗିରି ଜିଲ୍ଲା ଓରକେଲ ପୋଲିସ କୁ ମିଳିଛି ସଫଳତା। ଏକ ବାଇକ ଯୋଗେ ୨ ବ୍ୟକ୍ତି ବେଆଇନ ଭାବେ ୧୦ କିଲୋ ଗଂଜେଇ ଚୋରା ଚାଲାଣ କରୁଥିବା ବେଳେ ମାଡି ବସିଲା ଓରକେଲ ପୋଲିସ। ଗିରଫ ୨ ଅଭିଯୁକ୍ତଙ୍କୁ ଆଜି ସନ୍ଧ୍ୟା ୭ଟା ସମୟରେ କୋର୍ଟ ଚାଲାଣ କଲା ଓରକେଲ ପୋଲିସ। ମିଳିଥିବା ସୂଚନାନୁଯାୟୀ ଓରକେଲ ଥାନାଧିକାରୀ ଧୀରେନ ପଟ୍ଟନାୟକ ବିଶେଷ ସୂତ୍ରରୁ ଖବର ପାଇ ତାଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ମିଲନ ବାରିହା ଙ୍କ ନେତୃତ୍ୱରେ ବୁଧବାର ମଧ୍ୟାହ୍ନ ସମୟରେ ବାଲିମେଳା-ଜୟପୁର ମୁଖ୍ୟ ରାସ୍ତାର ଓରିଙ୍ଗି ଠାରେ ଏକ ଟିମ ପାଟ୍ରୋଲିଂ କରୁଥିଲେ। ସେହି ସମୟରେ ବାୟାପଡା ଘାଟି ଓଲ୍ହାଇ ୨ ବ୍ୟକ୍ତି ଏକ ବାଇକ
Read More News
T & CPrivacy PolicyContact Us