Download Now Banner

This browser does not support the video element.

ଧର୍ମଶାଳା: ମହିସରା ଗ୍ରାମରେ ଏକଦଶାହ କ୍ରିୟାରେ ଯୋଗଦେଲେ ବିଧାୟକ ହିମାଂଶୁ ଶେଖର ସାହୁ

Dharmasala, Jajpur | Sep 29, 2025
ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମହିସରା ଗ୍ରାମପଞ୍ଚାୟତର ବାସିନ୍ଦା ତଥା ବିଜେପି ଦଳର ସକ୍ରିୟ କାର୍ଯ୍ୟକର୍ତ୍ତା ବାବୁଲି ଜେନାଙ୍କ ଜେଜେ ମା ସ୍ବର୍ଗତ ଚମ୍ପା ଜେନାଙ୍କ ଏକଦଶାହ କ୍ରିୟାରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଯୋଗଦେଇ ସ୍ମୃତିଚାରଣ ପୂର୍ବକ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତନା ଦେଇଥିବା ରବିବାର ରାତି 10 ଘଟିକା ସମୟରେ ଦେଖିବାକୁ ମିଳିଛି ।
Read More News
T & CPrivacy PolicyContact Us