This browser does not support the video element.
ତେଲକୋଇ: ଉପାନ୍ତ ତେଲକୋଇ ବ୍ଲକ ନିର୍ମାଣ ଶ୍ରମିକ ନାହିଁ ନ ଥିବା ଅସୁବିଧାରେ ପ୍ରତୀକ୍ରୀୟା ରଖିଲେ ନିର୍ମାଣ ଶ୍ରମିକ #Janasamasya
Telkoi, Kendujhar | Sep 19, 2025
କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ନିର୍ମାଣ ଶ୍ରମିକ ନାହିଁ ନ ଥିବା ଅସୁବିଧାରେ , ସପ୍ତାହକୁ ଦୁଇଦିନ ମଙ୍ଗଳବାର ,ଶୁକ୍ରବାର ଆସନ୍ତି ଅତିରିକ୍ତ ଶ୍ରମ ଅଧିକାରୀ କିନ୍ତୁ ପରିତାପର ବିଷୟ ଦିନ ୧୦ଟାରେ ଅଫିସ ଚାବି ଖୋଲି ଦଲାଲ ମାନଙ୍କ ସହିତ ଲିପ୍ତ ରହୁଥିବା ଅଭିଯୋଗ ଆଣିଲେ ନିର୍ମାଣ ଶ୍ରମିକ , ଘଣ୍ଟା ଘଣ୍ଟା ଧରି ଖରାରେ ଲାଇନ ଲଗାଇ ଅପେକ୍ଷା ପରେ ଶ୍ରମ ଅଧିକାରୀ ଦଲାଲ ଏକା ସାଙ୍ଗରେ ରହୁଥିବାରୁ ଶ୍ରମିକ ମାନେ ଜାଣି ପାରୁନାହାନ୍ତି ଶ୍ରମ ଅଧିକାରି କିଏ, ଶେଷରେ ଅସାଧୁ ବ୍ୟକ୍ତିଙ୍କ ଠକାମିର ଶିକାର ହେଉଛନ୍ତି । ଏ ସମ୍ବନ୍ଧରେ ଅଧିକାରୀଙ୍କ ସଠିକପ୍ରତିକ୍ରିୟା ମିଳିପାରିନାହିଁ ।ଆଜି୩