Download Now Banner

This browser does not support the video element.

ଫୁଲବାଣୀ ସହର: ଫିରିଙ୍ଗିଆରେ ମାଁ ପିତାବଳିଙ୍କ ଯନ୍ତାଳ ଯାତ୍ରା ପାଳିତ l

Phulabani Town, Kandhamal | Aug 28, 2025
ଫିରିଙ୍ଗିଆରେ ମାଁ ପିତାବଳିଙ୍କ ଯନ୍ତାଳ ଯାତ୍ରା ପାଳିତ l କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆର ଅଧିଷ୍ଠାତ୍ରୀ ଦେବୀ ମାଁ ପିତାବଳୀ ଙ୍କ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଯନ୍ତାଳ ଯାତ୍ରା ବା ନୁଆଁଲାଗି ବାର୍ଷିକ ପର୍ବ ଧୁମଧାମ ରେ ପାଳିତ ହୋଇଛି l କାହିଁ କେଉଁ ଆବାହନ କାଳରୁ ଏହି ଯନ୍ତାଳ ଯାତ୍ରା ନୁଆଁ ଲାଗି ପର୍ବ ଚାଲି ଆସୁଥିବା ବେଳେ ଅଞ୍ଚଳ ର ସହ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଏହି ଯନ୍ତାଳ ଯାତ୍ରା ରେ ସାମିଲ ହୋଇଥାନ୍ତି l ବୁଧବାର ଦିନ ବାର ଅନୁଷ୍ଠିତ ହୋଇଥାଏ ଗୁରୁବାର ସକାଳୁ ଯଥା ଵିଧି ମାଁ ପିତାବଳୀ
Read More News
T & CPrivacy PolicyContact Us