Download Now Banner

This browser does not support the video element.

ମୋହନା: ଗଜପତି ଜିଲ୍ଲା କୁ ୟଲୋ ୱାର୍ଣ୍ଣିଙ୍ଗି ଜାରି

Mohana, Gajapati | Jul 17, 2024
ଗଜପତି ଜିଲ୍ଲା କୁ ବୁଧୁବାର ସନ୍ଧ୍ୟା 5ଟା ରେ ୟଲୋ ୱାର୍ଣ୍ଣିଙ୍ଗି ଜାରି କରିଛି ପାଣି ପାଗ ବିଭାଗ ଆସନ୍ତା 24ଘଣ୍ଟା ପାଇଁ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଗାଈ ଗୋରୁ ଛେଳି ଆଦି ଙ୍କୁ ନଈକୁଳିଆ ଅଂଚଳ କୁ ଚରାଇବାକୁ ନ ନେବାକୁ ଶତର୍କ କରିଛି ପାଣି ପାଗ ଅନେକ ସ୍ଥାନ ରେ ବର୍ଷା ର ପ୍ରଭାବ ଦେଖାଦେଇଛି
Read More News
T & CPrivacy PolicyContact Us