Download Now Banner

This browser does not support the video element.

ଖଲ୍ଲିକୋଟ୍: ମାନାପଲ୍ଲୀ ଗ୍ରାମରେ ପାରିବାରିକ କଳହ କୁ କେନ୍ଦ୍ର କରି ଭାଇ କୁ ଆକ୍ରମଣ କଲା ଭାଇ, ଅଭିଯୋଗ ପରେ ଜଣଙ୍କୁ ଗିରଫ କଲା ପୋଲିସ

Khalikote, Ganjam | Sep 5, 2025
ମାନାପଲ୍ଲୀ ଗ୍ରାମରେ ପାରିବାରିକ କଳହ କୁ କେନ୍ଦ୍ର କରି ଭାଇ କୁ ଆକ୍ରମଣ କରିଛି ଭାଇ । ଥାନାରେ ଅଭିଯୋଗ ପରେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଗତ ଗୁରୁବାର ରାତିରେ ମାନାପଲ୍ଲୀ ଗ୍ରାମରେ ପାରିବାରିକ କଳହ କୁ କେନ୍ଦ୍ର କରି ଏନ ଲକ୍ଷ୍ମଣ ପାତ୍ର ନିଜ ବଡ଼ ଭାଇକୁ ଆକ୍ରମଣ କରିଥିଲେ । ଏ ସମ୍ପର୍କରେ ଥାନା ରେ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ଶୁକ୍ରବାର ଦିନ ପ୍ରାୟ ଗୋଟାଏ ସମୟରେ ଏନ ଲକ୍ଷ୍ମଣ ପାତ୍ର ଙ୍କୁ ଗିରଫ କରି ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିବା ଥାନା ଏସ ଆଇ କେଶବ ଷଡ଼ଙ୍ଗୀ ସୂଚନା ପ୍ରଦାନ କରିଛନ୍ତି ।
Read More News
T & CPrivacy PolicyContact Us