Download Now Banner

This browser does not support the video element.

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର କୁକୁଡାଖଣ୍ଡି ଗ୍ରାମ ରେ କଂଗ୍ରେସ ର ସଙ୍ଗଠନ ସଜୃନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

Digapahandi, Ganjam | Sep 7, 2025
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର କୁକୁଡାଖଣ୍ଡି ଗ୍ରାମ ରେ କଂଗ୍ରେସ ର ସଙ୍ଗଠନ ସଜୃନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆଜି ଦିନ 10 ଘଣ୍ଟ ସମୟରେ ଅନୁଷ୍ଠିତ ହୋଇଯାଇଥିବାର ଖବର ମିଳିଥିବା ବେଳେ କାର୍ଯ୍ୟକ୍ରମ ରେ କଂଗ୍ରେସ ବିଧାୟକ ପ୍ରାଥୀ ସାକା ସୁଜିତ କୁମାର ଙ୍କ ପରିଚାଳନା ରେ ଅନୁଷ୍ଠିତ ହୋଇଥିବାର ଖବର ମିଳିଛି । ଏହି କାର୍ଯ୍ୟକ୍ରମ ରେ AICC ରୁ ଆସିଥିବା ପର୍ଯ୍ୟବେକ୍ଷକ ଯୋଗ ଦେଇଥିବା ବେଳେ ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର ବହୁ ବରିଷ୍ଠ କଂଗ୍ରେସ ନେତା ଓ କର୍ମୀ ମାନେ ଯୋଗ ଦେଇଥିବାର ଖବର ମିଳିଛି ।।।
Read More News
T & CPrivacy PolicyContact Us