Download Now Banner

This browser does not support the video element.

କବିସୂର୍ଯ୍ୟନଗର: କୋଦଳା ରେ ନାଗ ସାପ କାମୁଡ଼ାରେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

Kabisuryanagar, Ganjam | Sep 2, 2025
କିଏ ଜାଣିଥିଲି ମୃତ୍ୟୁ କୋଉଠି ଛପି ରହିଛି । ଘରେ ଶୋଇଥିବା ବେଳେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ କାମୁଡିଲା ବିଶଧର ନାଗ ସାପ । ସାପ କାମୁଡା ରେ ଛାତ୍ରକଂ ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କୋଦଳା ଡାକବଙ୍ଗଳା ନିକଟରେ । ମଙ୍ଗଳବାର ସକାଳେ ଘରେ ଶୋଇଥିଲେ ଆଦିତ୍ୟ କୁମାର ଗୌଡ଼ ନାମକ ପଞ୍ଚମ ଶ୍ରେଣୀର ଛାତ୍ର ।ତେବେ ହଠାତ୍ ତାଙ୍କୁ କିଛି କାମୁଡିଥିବା ନେଇ ସେ ପରିବାର ଲୋକଙ୍କୁ ଜଣାଇଥିଲେ। କିଛି ସମୟ ପରେ ତାଙ୍କୁ କୋଦଳା ହସ୍ପିଟାଲକୁ ନିଆଯାଇବା ବେଳେ ତାଙ୍କୁ ମେଡ଼ିକାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି।
Read More News
T & CPrivacy PolicyContact Us