This browser does not support the video element.
ଧାମନଗର: ସ୍ଥାନୀୟ ବଜାରରେ ଗୋରୁକୁ ଧକ୍କା ଦେଇ ଜଣେ ଗୁରୁତର; ମେଡିକାଲରେ ଭର୍ତ୍ତି
Dhamanagar, Bhadrak | Apr 12, 2024
ଆଜି ସନ୍ଧ୍ୟା ସମୟରେ ଧାମନଗର ବଜାରରେ ଗୋରୁ ସହ ଏକ ବାଇକ ଧକ୍କା ହେବା ଫଳରେ ଜଣେ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ ଦୋବଲ ଗ୍ରାମର ଅଯୟ ସାହୁ ନିଜ ବାଇକରେ ଆସୁଥିବା ବେଳେ ଧାମନଗର ବଜାରରେ ଭାରସାମ୍ୟ ହରାଇ ଏକ ଗୋରୁ ସହ ଧକ୍କା ହୋଇ ଗୁରୁତର ହୋଇଥିଲେ। ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ ଧାମନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।