Download Now Banner

This browser does not support the video element.

କବିସୂର୍ଯ୍ୟନଗର: ନୁଆଗଡ଼ ନିକଟରୁ ଚୋରା ମଦ ଜବତ ସହ ଜଣକୁ ଗିରଫ କଲା ବେଗୁନିଆପଡା ପୋଲିସ

Kabisuryanagar, Ganjam | Sep 12, 2025
ବେଗୁନିଆପଡା ଥାନା ଅନ୍ତର୍ଗତ ଅଙ୍ଗାରଗାଁ ପଂଚାୟତ ଅନ୍ତର୍ଗତ ନୁଆଗଡ଼ ଗ୍ରାମ ନିକଟରେ ଏହି ଗ୍ରାମର ଉଦୟ ଭୂୟାଁ ଙ୍କ ପୁଅ ଉତ୍ତମ ଭୂୟାଁ ଚୋରା ମଦ ବିକ୍ରି କରୁଥିବା ସମୟରେ ପୋଲିସ ଖବର ପାଇ ଚଢ଼ାଉ କରିଥିଲା। ତାଙ୍କ ନିକଟରୁ 50 ଲିଟର ଚୋରା ମଦ ଜବତ କରିଥିଲା । ଉତ୍ତମ ଙ୍କୁ ଗିରଫ କରିଵା ସହ ଥାନା କେଶ ନମ୍ବର 511/2025 ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଶୁକ୍ରବାର ସନ୍ଧ୍ୟା 6 ଘଣ୍ଟ ସମୟରେ ପୋଲିସ ସୂଚନା ଦେଇଛି।
Read More News
T & CPrivacy PolicyContact Us