This browser does not support the video element.
ଛତ୍ରପୁର: ବ୍ରହ୍ମପୁର ଜେଲ୍ ରୋଡ଼ ନିକଟରୁ ବାଇକ୍ ଚୋରୀ ଉଦ୍ଯମ, ସିସିଟିଭିରେ କଏଦ୍ ହେଲା ଦୃଶ୍ୟ
Chhatrapur, Ganjam | Sep 12, 2025
ବାଇକ୍ ଚୋରୀ ଉଦ୍ଯମ ବେଳର ଦୃଶ୍ୟ ସିସିଟିଭିରେ କଏଦ୍ ।ବ୍ରହ୍ମପୁର ଜେଲ ନିକଟସ୍ଥ କାଳୀ ମନ୍ଦିର ପାଖରୁ ଗତ ବିଳମ୍ବିତ ରାତି ପ୍ରାୟ ସାଢ଼େ ୨ ଘଣ୍ଟା ସମୟରେ କିଛି ଦୁର୍ବୃତ୍ତ ବାଇକ୍ ଚୋରୀ ଉଦ୍ଯମ କରୁଥିବା ବେଳେ ଘର ଲୋକେ ଚାଲି ଆସିବାରୁ ଛାଡି ଚାଲି ଯାଇଛନ୍ତି ।ଯାହାର ଭିଡିଓ ସିସିଟିଭିରେ କଏଦ୍ ହୋଇଛି।