Download Now Banner

This browser does not support the video element.

ଢେଙ୍କାନାଳ ସଦର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଆପ୍ ପ୍ରତିନିଧି ଦଳ

Dhenkanal Sadar, Dhenkanal | Aug 26, 2025
ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ସମସ୍ୟାମାନ ରହିଛି। ଯାହାକୁ ନେଇ ବିଭିନ୍ନ ସମୟରେ ସ୍ଵର ଉତ୍ତୋଳନ କରାଯାଇଛି । ହେଲେ ତାହାର ସମାଧାନ ଶେଷ ହେବାର ନା ନେଉନାହିଁ। ଏହି ଚିକିତ୍ସାଳୟଟି ଉପରେ ଜିଲ୍ଲା ତଥା ପଡୋଶୀ ଜିଲ୍ଲା ବାସୀ ନିର୍ଭର କରୁଛନ୍ତି ହେଲେ ବିଭିନ୍ନ ଅନ୍ୟବସ୍ଥା ଯୋଗୁଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ରୋଗୀମାନଙ୍କୁ ହେବାରୁ ପଡୁଛି । ସେଥିପାଇଁ ଆପ୍ ର ଏକ ପ୍ରତିନିଧି ଦଳ ଆଜି ଦିନ ୧ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।
Read More News
T & CPrivacy PolicyContact Us