This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: ରେମୁଣା ମେଡିକାଲ କଲେଜ ରେ ପାଣି ପାଇଁ ରୋଗୀ ଓ ପରିବାର ହନ୍ତସନ୍ତ, ଆଲୋଚନା କଲେ ସାଂସଦ
Baleshwar M, Balasore | Sep 13, 2025
ବାଲେଶ୍ଵର ରେମୁଣା ମେଡିକାଲ କଲେଜରେ ପାଣି ପାଇଁ ଡହଳ ବିକଳ ରୋଗି ଓ ପରିବାର ହନ୍ତସନ୍ତ। ୧୨ଘଣ୍ଟା ଧରି ମେଡିକାଲ ଭିତରେ ନାହିଁ ପାଣି। ୫ମହଲା ବିଶିଷ୍ଟ ମେଡିକାଲ କଲେଜ ର କୌଣସି ୱାର୍ଡ଼ ରେ ପାଣି ନ ଆସିବା ଯୋଗୁ ରୋଗୀ ଓ ପରିବାର ହନ୍ତସନ୍ତ ହେଉଛନ୍ତି। ରାସ୍ତାରୁ ବାଲ୍ଟିରେ ପାଣି ଆଣି ମେଡିକାଲ ଶୌଚାଲୟ ବ୍ୟବହାର କରୁଛନ୍ତି ରୋଗୀ। ଏପଟେ ପାଣି ପାଇଁ ମୁଖ୍ୟ ରାସ୍ତାରେ ଥିବା ପାଇପ ପାଣିରୁ ବଟଲରେ ଆଣି ଶୋଷ ମେଣ୍ଟାଉଛନ୍ତି ରୋଗୀ। ଖବର ପାଇ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଶନିବାର ଦିନ ୧:୩୦ରେ ପହଂଚି ଆଲୋଚନା କରିଥିବା ଦେଖିବାକୁ ମିଳିଛି।