This browser does not support the video element.
ଝାରସୁଗୁଡା: ଆଜି ଝାରସୁଗୁଡ଼ା ମହିଳା ମହାବିଦ୍ୟାଳୟ ଠାରେ ମଧ୍ୟାହ୍ନ ୧ ଟା ସମୟରେ ଜାତୀୟ ଖାଉଟି ଦିବସ ପାଳନ କରାଯାଇଛି
Jharsuguda, Jharsuguda | Dec 28, 2024
ଆଜି ଝାରସୁଗୁଡ଼ା ମହିଳା ମହାବିଦ୍ୟାଳୟ ଠାରେ ମଧ୍ୟାହ୍ନ ୧ ଟା ସମୟରେ ଜାତୀୟ ଖାଉଟି ଦିବସ ପାଳନ କରାଯାଇଛି । ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ସରକାର ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଏହି ଖାଉଟି ଦିବସ ପାଳନ କରାଯାଇଛି । ଏହି ଅବସରରେ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀଯୁକ୍ତ ପିତାମ୍ବର ସେଠୀ, ଓଜନ ମାପ ନିୟନ୍ତ୍ରକ ଝାରସୁଗୁଡ଼ା ଶ୍ରୀମତୀ ଆଶା ମିଞ୍ଜ, EJV ଫାଉଣ୍ଡେସନ ସଭାନେତ୍ରୀ ମାନସୀ ପଣ୍ଡା