Download Now Banner

This browser does not support the video element.

ବାଙ୍ଗିରିପୋଷି: ବିଜେଡ଼ି ଛାଡ଼ିଲେ କୁଳି ଅଣା ବ୍ଲକ ସଭାପତି,ବିଜେପି ରେ ମିଶିଲେ

Bangiriposi, Mayurbhanj | Jul 27, 2025
ମୟୂରଭଞ୍ଜ ଜିଲ୍ଲାର କୁଳି ଅଣା ବ୍ଲକ ବିଜେଡ଼ି ସଭାପତି ଶୁଭ୍ରାଂଶୁ ଶେଖର ଦେଓ ବାବୁ  ବିଜେଡ଼ି ରୁ ଇସ୍ତଫା ଦେଇଛନ୍ତି।ସେ ତାଙ୍କର ଇସ୍ତଫା ପତ୍ର ଜିଲ୍ଲା ସଭାପତି ନିକଟକୁ  ପଠେଇ ଦେଉଛନ୍ତି।ତେବେ ଆଜି ଶ୍ରୀ ଦେଓ  ବିଜେପି ରେ ସାମିଲ ହେଲା ପରେ ଦିବା ୩ ଘଟିକା ସମୟରେ ପ୍ରତିକ୍ରିୟା ରଖିଛନ୍ତି।
Read More News
T & CPrivacy PolicyContact Us