Download Now Banner

This browser does not support the video element.

ବୌଦ୍ଧ ସଦର: ବାଉଶୁଣି ଅଞ୍ଚଳରେ ସପ୍ତପୁରୀ ଅମାବାସ୍ୟା ପର୍ବ ପାଳିତ

Baudh Sadar, Boudh (Bauda) | Aug 23, 2025
ବୈାଦ୍ଧ ବ୍ଳକ୍ baunsuni ଅଞ୍ଚଳରେ ସପ୍ତପୁରୀ ଅମାବାସ୍ୟା ବା ପୁରାଉଆଁସ ପର୍ବ ପାଳିତ ହୋଇଯାଇଛି l କେଉ ଆବହମାନ କାଳରୁ ଏହି ପାରମ୍ପରିକ ପର୍ବ ପାଳିତ ହୋଇଯାଇଛି l ଭାଦ୍ରବ ମାଷର ସପ୍ତପୁରୀ ଅମାବାସ୍ୟା ତିଥିରେ କାହିଁ ଆଦିମ କାଳରୁ ଏହି ପର୍ବ ପାଳିତ ହୋଇଆସୁଛି । ଝିଅ ମାନଙ୍କ ପାଇଁ ଶୈଶବ ଜୀବନରୁ ଏହି ସପ୍ତପୁରୀ ଅମାବାସ୍ୟା ଆସିଲେ ସେମାନେ ଶିଖିଥାନ୍ତି ଗୃହସ୍ତ ଜୀବନର ବିଭିନ୍ନ କଥା ସେଥିପାଇଁ ପ୍ରତିବର୍ଷ ଏହାକୁ ପାଳନ କରିଥାନ୍ତି ।
Read More News
T & CPrivacy PolicyContact Us