This browser does not support the video element.
ସୋନପୁର: ସହରର ନୂତନ ଡାକ୍ତରଖାନା ପାଖରେ ଦୁର୍ଘଟଣା, ଗାଡ଼ି ଭିତରକୁ ପଶିଗଲା ବାଛୁରୀ
Sonapur, Subarnapur (Sonepur) | Aug 23, 2025
ସୁବର୍ଣ୍ଣପୁର ସହରର ନୂତନ ଡାକ୍ତରଖାନା ପାଖରେ ଦୁର୍ଘଟଣା ଗାଡ଼ି ଭିତରକୁ ପିଶିଲା ବାଛୁରୀ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିଲେ ଡ଼୍ରାଇଭର ଏବଂ ବାଛୁରୀ।ଆଜି ଦିନ ପ୍ରାୟ ୧୨ଟା ବେଳେ ବିନିକା ପଟରୁ ସହର ଆଡ଼କୁ ଏକ କାର ଆସୁଥିବା ବେଳେ ଅଚଳ ଏକ ବାଛୁରୀ କାର ଭିତରକୁ ପଳେଇ ଆସିଥିଲା।ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇ ବାଛୁରୀଟି ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ।ତେବେ ବାଛୁରୀ ଟା ଆହତ ହୋଇଥିବା ବେଳେ ଗାଡ଼ି ଚାଳକ ମଧ୍ୟ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିବା ସୂଚନା ମିଳିଛି।