Install App
publicnewskadambini
This browser does not support the video element.
ଲକ୍ଷ୍ମୀପୁର: ଦଶମନ୍ତପୁର ବ୍ଲକରେ ଅବକାରୀ ବିଭାଗର ଚଢାଉ, ୯୪୦୦ ଲିଟର ମହୁଲ ପୋଚ ଓ ୪୩୦ ଲିଟର ଦେଶି ମଦ ଜବତ
Lakshmipur, Koraput | Aug 28, 2025
କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ର ବିଭିନ୍ନ ଅଞ୍ଚଳ ରେ ଅବକାରୀ ବିଭାଗ ଚଢାଉ କରି ବ୍ୟାପକ ଦେଶି ମଦ ଓ ପଚ ନଷ୍ଟ କରିଥିବା ଜଣାପଡିଛି। ବିଭିନ୍ନ ଚୋରା ଦେଶି ମଦ ଭାଟି ରୁ ୯୪୦୦ ଲିଟର ମହୁଲ ପୋଚ ଓ ୪୩୦ ଲିଟର ଦେଶି ମହୁଲ ମଦ ଜବତ୍ କରିଥିବା , ଏକ୍ସ ସାଇଜ୍ ଇନ୍ସପେକ୍ଟର ସୁଧିର କୁମାର ସାହୁ ଆଜି ସଂଧ୍ଯା ୭ଟା ସମୟରେ ସୂଚନା ଦେଇଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!