This browser does not support the video element.
ରାଉରକେଲା ମ୍ୟୁନିସିପାଲଟି: ସେକ୍ଟର ୫ ସ୍ଥିତ ଗୋଲଘରର ବିଶ୍ଵଭାରତୀ ବିଦ୍ୟାଳୟଠାରେ ସକାଳ୧୦ଟାରୁ ନିଃଶଲୁ କ ସ୍ୱାସ୍ଥ୍ୟଶିବିର ଅନୁଷ୍ଠିତ ହୋଇଯାଇଛି,
Raurkela M, Sundargarh | Aug 31, 2025
ଅଗଷ୍ଟ ୩୧ ତାରିଖ ସକାଳ ୧୦ଟାରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଗୋଲଘର ଅଂଚଳର ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଦୀନଦୟାଲ ଉପାଧ୍ୟାୟ ସେବା ସମିତି ଆୟୋଜନରେ ଓ ହାଇଟେକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ରାଉରକେଲା ସହଯୋଗରେ ନିଃଶଲୁକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ଶିବିରରେ ହାଇଟେକ ମେଡିକାଲ କଲେଜ ଅଭିଜ୍ଞ ଡାକ୍ତର ସୁଶୀଲ କୁମାର ପାତ୍ର ଓ ଡାକ୍ତର ସୁଶୀଲ କୁମାର ସାହୁ ଯୋଗ ଦେଇ ସାହସ୍ରାଧିକ ଲୋକଙ୍କ ନିଃଶଲୁକ ଚିକିତ୍ସା କରିଥିଲେ,ତଥା ଦିବ୍ୟାନସି ପଲାଇ,ସୌମ୍ୟରଞ୍ଜନ ରାଉତରାୟ ସହ ମେଡିକାଲ ନର୍ସ ଷ୍ଟାଫ ନୀଳିମା କୁଜୁର,ଦୀପିକା ପାତ୍ର, ନଗେନ୍ଦ୍ର ନାୟକ, ମନୀଷା ଓ ମେଡିକାଲର ଅନ୍ୟାନ୍ୟ s