Download Now Banner

This browser does not support the video element.

ଧାମନଗର: ବିଧାୟକ ଙ୍କ ଉପସ୍ଥିତି ରେ ଅନ୍ୟଦଳ ର କର୍ମୀ ପଧାନି ରେ ବିଜେପି ରେ ସାମିଲ ହେଲେ

Dhamanagar, Bhadrak | Apr 14, 2024
ଧାମନଗର ବ୍ଲକ ପଧାନି ଠାରେ ଅନ୍ୟ ଦଳର କର୍ମୀ ମାନେ ଆଜି ଅପରାହ୍ନ ୫ ଟା ସମୟରେ ଅନ୍ୟ ଦଳ ର କର୍ମୀ ମାନେ ଆନୁଷ୍ଠାନିକ ଭାବେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ ଙ୍କ ଉପସ୍ଥିତ ରେ ବିଜେପି ରେ ମିଶିଥିଲେ ବିଧାୟକ ତାଙ୍କୁ ଦଳୀୟ ଉତ୍ତରୀୟ ଦେଇ ଦଳରେ ସାମିଲ କରାଇ ଥିଲେ
Read More News
T & CPrivacy PolicyContact Us