Download Now Banner

This browser does not support the video element.

ଛତ୍ରପୁର: ପୋଡମପେଟା ସମୁଦ୍ରରେ ଡ଼ଙ୍ଗା ଓଲଟି ଜଣେ ମତ୍ସଜୀବୀ ନିଖୋଜ, ଘଟଣା ସ୍ଥଳରେ ପ୍ରତିକ୍ରିୟା ରଖିଲେ ଛତ୍ରପୁର ବିଧାୟକ

Chhatrapur, Ganjam | Aug 28, 2025
ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟସ୍ଥ ପୋଡମପେଟା ସମୁଦ୍ରରେ ଓଲଟିଲା ଡ଼ଙ୍ଗା। ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇଥିବା ବେଳେ ଆଜି ସକାଳୁ ଉଧାର କାର୍ଯ୍ୟ ଜାରି ରହିଛି। ୭ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୬ ମତ୍ସ୍ୟଜୀବୀ ଫେରି ଆସିଥିବା ବେଳେ ଜଣକଂ ମିଳୁନି ପତ୍ତା ।ଗୁରୁବାର ଅପରାହ୍ନରେ ଘଟଣା ସ୍ଥଳରେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ।
Read More News
T & CPrivacy PolicyContact Us