Download Now Banner

This browser does not support the video element.

ଫୁଲବାଣୀ ସହର: ବରସାହିରେ ଲଗାଣ ବର୍ଷା ଯୋଗୁ ଭାଙ୍ଗିଲା ବିଧବା ମହିଳା ରୁତୁ ଦିଗାଲ ଙ୍କ କଚାଘର

Phulabani Town, Kandhamal | Aug 28, 2025
ଆବାସ ଯୋଜନାରୁ ବଞ୍ଚିତ 75 ବର୍ଷୀୟ ଋତୁ ଦିଗାଲ, ଲଗାଣ ବର୍ଷାରେ ଭାଙ୍ଗିଲା ଘର କାନ୍ଥ, ଅଳ୍ପକେ ବର୍ତ୍ତିଲା ଜୀବନ,ଜରି ପାଲ ଟଣା ଭଙ୍ଗା ଦଦରା ଘରେ ବିତୁଛି ଜୀବନ l କନ୍ଧମାଳ ଜିଲ୍ଲା ରାଜ୍ୟ ଓ କେନ୍ଦ୍ର ସରକାର ଅସହାୟ ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନାରେ ଆବାସ ଗୃହ ଯୋଗାଇ ଦେଉଥିବା ବେଳେ ଆବାସ ଗୃହ ପ୍ରକୃତ ହିତାଧିକାରୀ ମାନଙ୍କ ପାଖରେ ନ ପହଞ୍ଚି ଅଯୋଗ୍ୟ ହିତାଧିକାରୀ ଆବାସ ଗୃହ ହାତଉ ଥିବାରୁ ଯୋଗ୍ୟ ଆବାସ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ ହୋଇ ବହୁ ଅସୁବିଧା ର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି l
Read More News
T & CPrivacy PolicyContact Us