Download Now Banner

This browser does not support the video element.

ବାଙ୍ଗିରିପୋଷି: ଚାନ୍ଦୁଆ ବଜାର ସ୍ଥିତ ଜନ ବସତିରେ ଜଳ ନିଷ୍କାସନ ସମସ୍ୟାକୁ ବୁଲି ଦେଖିଲେ ବିଧାୟିକା

Bangiriposi, Mayurbhanj | Jul 17, 2025
ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀଚାନ୍ଦୁଆ ବଜାର ସ୍ଥିତ ଜନ ବସସ୍ତି ରେ ଜଳ ନିସ୍କାସନ ସମସ୍ୟା ରହି ଆସୁଥିବା ବେଳେ, ଏ  ନେଇ ପୂର୍ବରୁ ଅଭିଯୋଗ ହେଇଥିଲା।ତେବେ ଅଭିଯୋଗ ପାଇଲା ପରେ ବାଙ୍ଗିରିପୋଷି ବିଧାୟିକା ସଞ୍ଜ ଲି ମୁର୍ମୁ ଦିବା 4 ଘଟିକା ସମୟରେ ଏହି ସ୍ଥାନ ବୁଲି ଦେଖିବା ସହିତ  ଡ୍ରେନେଜ୍ ବ୍ୟବସ୍ଥା ପାଇଁ ଵିଭାଗୀୟ ଅଧିକାରୀ ଙ୍କ ଆଲୋଚନା କଲେ
Read More News
T & CPrivacy PolicyContact Us