This browser does not support the video element.
ବୀରମହାରାଜପୁର: ବୀରମହାରାଜପୁର ବ୍ଲକ ବିଜେଡି ପକ୍ଷରୁ ମୈତ୍ରୀ ସଦନ ଠାରେ ଗାନ୍ଧୀ ଜୟନ୍ତୀ ପାଳିତ
Biramaharajpur, Subarnapur (Sonepur) | Oct 2, 2025
ବୀରମହାରାଜପୁର ବ୍ଲକ ବିଜେଡି ପକ୍ଷରୁ ସ୍ଥାନୀୟ ମୈତ୍ରୀ ସଦନ ଠାରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି l ବ୍ଲକ ବିଜେଡି ସଭାପତି ଶୟମ୍ଭୁ ନାଥ ଖଣ୍ଡଗିରିଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାକୁ ଯୁବ ବିଜେଡି ନାରାୟଣ ଲୁହା ସଭା ପରିଚାଳନା କରିଥିଲେ l ଉକ୍ତ ସଭାରେ ଜିଲ୍ଲା ବିଜେଡି ଉପସଭାପତି କିଶୋର ହୋତା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜିତ କୁମାର ରଥ, ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟଞ୍ଜୀବ ମିଶ୍ର, ଧୀରେନ୍ଦ୍ର ନାରାୟଣ ପଣ୍ଡା,, ସଂଜୀବ କୁମାର ଦେହୁରୀ, ପ୍ରଦୀପ କୁମାର ମିଶ୍ର, ସୁରୁ ନାରାୟଣ ମହାକୁର, ଭଗବାନ କର୍ଣ୍ଣ, ପ୍ରମୁଖ