Download Now Banner

This browser does not support the video element.

ବରଗଡ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାଷୀ ନେତା ପଞ୍ଜିକରଣ ବ୍ୟବସ୍ଥାର ଅବଧିକୁ ନେଇ ରଖିଲେ ପ୍ରତିକ୍ରିୟା

Bargarh, Bargarh (Baragarh) | Sep 13, 2025
ବରଗଡ଼ରେ ପଞ୍ଜିକରଣ ବ୍ୟବସ୍ଥାର ଅବଧି ବଢ଼ା ନ ଗଲେ ଆଇନ ଅମାନ୍ୟ ଆନ୍ଦୋଳନ ହେବ | ଚେତାବନୀ ଦେଲା ସଂଯୁକ୍ତ କୃଷକ ସଂଗଠନ | ଶନିବାର ଅପରାହ୍ନ 4 ଘଣ୍ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଲେ ଚାଷୀ ନେତା ସୁରେଶ ନିକାଣ୍ଟି | ଚାଷୀ ପଞ୍ଜିକରଣକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଶାସନ ଓ ସରକାର ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିନାହିଁ | ଅନ୍ୟପଟେ ଗତ 11 ତାରିଖ ଯୋଗାଣ ବିଭାଗର MD ବରଗଡ଼ ଆସିଥିବା ବେଳେ ଚାଷୀ ମାନଙ୍କୁ ଜଣାଇ ନ ଥିଲେ | ଗୁପ୍ତ ବୈଠକ କରି ଚାଲିଯାଇଥିବା ଚାଷୀ ନେତା ସୁରେଶ ନିକାଣ୍ଟି ଅଭିଯୋଗ କରିଛନ୍ତି ।
Read More News
T & CPrivacy PolicyContact Us