This browser does not support the video element.
ବଲାଙ୍ଗୀର: ମାଉସୀ ମନ୍ଦିର ଠାରେ ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ସ୍ମୃତିରେ ଶୋକସଭା
Balangir, Balangir | Sep 3, 2025
ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ସ୍ମୃତିରେ ଶୋକସଭା ବଲାଙ୍ଗୀର ମାଉସୀ ମନ୍ଦିର ପ୍ରାଙ୍ଗଣରେ ରାମଜୀ ନାଟ୍ୟ ସଂସଦ ପକ୍ଷରୁ ପୂର୍ବତନ କଳାକାର ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ସ୍ମୃତିରେ ଏକ ଶୋକସଭା ଆଜି ସନ୍ଧ୍ୟା 530ମିନିଟ ସମୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଗୁରୁ ବାଳମୁକୁନ୍ଦ ବେହେରା ସହିତ କଳାକାରମାନେ ତାଙ୍କ ଦୀର୍ଘ କଳାଜୀବନର ସ୍ମୃତି ଚାରଣ କରିଥିଲେ । ବକ୍ତାମାନେ କହିଥିଲେ, ବିନୋଦ ପଶାୟତଙ୍କ ମୃତ୍ୟୁ କଳାଜଗତ ପାଇଁ ଏକ ଅପୁରଣୀୟ ଖତି ବୋଲି ଉଲ୍ଲେଖ କରିଥିଲେ ।