This browser does not support the video element.
ଜଗତସିଂହପୁର: ଚାରିପୋଲିଆ କୁଞ୍ଜବାଗ ଛକରେ ଜଣେ ବ୍ୟକ୍ତିଙ୍କ ଘର ଭିତରୁ ବିଷାକ୍ତ ନାଗସାପ ଉଦ୍ଧାର
Jagatsinghapur, Jagatsinghpur | Sep 11, 2025
ଚାରିପୋଲିଆ କୁଞ୍ଜବାଗ ଛକରେ ଜଣେ ବ୍ୟକ୍ତିଙ୍କ ଘରୁ ଏକ ବିଷାକ୍ତ ନାଗସାପ ଉଦ୍ଧାର । ଆଜି ଦିନ ୩ ଟା ସମୟରେ କୁଞ୍ଜବାଗ ଛକର ପଞ୍ଚାନନ ସାମଲ ନାମକ ଜଣେ ବ୍ୟକ୍ତିଙ୍କ ଠାକୁଘର ଭିତରେ ଏକ ବିଷାକ୍ତ ନାଗସାପ ଦେଖିବାକୁ ମିଳିଥିଲା । ପରେ ସାପଧରାଳି ବନବିହାରି ଦାସଙ୍କୁ ଖବର ଦେଲାପରେ ବନବିହାରି ଦାସ ସେଠାରେ ପହଞ୍ଚି ବିଷାକ୍ତ ନାଗସାପକୁ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି