Download Now Banner

This browser does not support the video element.

ନୂଆପଡା: ଆସନ୍ତା କାଲି ସକାଳ ନଅଟା ରୁ ଦିନ ଦୁଇଟା ପର୍ଯ୍ୟନ୍ତ ବିରୋମାଲ ଫିଡର ରୁ ବିଦ୍ୟୁତ୍ ସରବରାହ ବନ୍ଦ ରହିବ

Nuapada, Nuapada | Aug 21, 2025
ଆଜି ସନ୍ଧ୍ୟା ପାଞ୍ଚଟା ସମୟରେ ଟି ପି ଡବ୍ଲ୍ୟୁ ଓ ଡି ଏଲ ପକ୍ଷରୁ ଦିଆ ଯାଇଥିବା ସୂଚନା ମୁତାବକ ଆସନ୍ତା କାଲି ୩୩କେଭି ଲାଇନ୍ ମରାମତି ପାଇଁ ବିରୋମାଲ୍ ଫିଡର ଅନ୍ତର୍ଗତ ଅଂଚଳ ରେ ସକାଳ ନଅଟା ରୁ ଦିନ ଦୁଇଟା ପର୍ଯ୍ୟନ୍ତ ବିଦ୍ୟୁତ୍ ସରବରାହ ବନ୍ଦ ରହିବ।
Read More News
T & CPrivacy PolicyContact Us