Download Now Banner

This browser does not support the video element.

ଜଗତସିଂହପୁର: ଚାନ୍ଦୁରା ବାଘସାହି ଗ୍ରାମରେ ନାଗସାପ କାମୁଡ଼ାରେ ବାଳକ ଗୁରୁତର ଓ ନାଗସାପ ଉଦ୍ଧାର

Jagatsinghapur, Jagatsinghpur | Aug 28, 2025
ଚାନ୍ଦୁରା ବାଘସାହି ଗ୍ରାମରେ ନାଗସାପ କାମୁଡ଼ାରେ ଜଣେ ୧୪ ବର୍ଷର ବାଳକ ଗୁରୁତର ଅବସ୍ତାରରେ ଜଗତସିଂହପୁର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି ଓ ନାଗସାପ ଉଦ୍ଧାର । ଆଜି ଦିନ ୨ ଟା ସମୟରେ ଏହି ଘଟଣା ଘଟିଛି । ଚାନ୍ଦୁରା ବାଘସାହି ଗ୍ରାମରେ ଜଣେ ୧୪ବର୍ଷୀୟ ବାଳକ ଘରେ ଶୋଇଥିବା ଅବସ୍ଥାରେ ନାଗସାପଟି ତାକୁ କାମୁଡ଼ିଦେଇଥିଲା । ପରେ ବାଳକକୁ ଜଗତସିଂହପୁର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସ୍ନେକମ୍ୟାନ ବନବିହାରି ଦାସଙ୍କ ଦ୍ୱାରା ନାଗସାପଟିକୁ ଉଦ୍ଧାର କରାଯାଇଛି ।
Read More News
T & CPrivacy PolicyContact Us