Download Now Banner

This browser does not support the video element.

ସୋନପୁର: ପବିତ୍ର ନୂଆଁଖାଇ ପର୍ବ ଅବସରରେ ସୁବଳୟା ସହରରେ ଶ୍ରୀଫଳ ଖେଳ ଅନୁଷ୍ଠିତ, ଭାଗନେଲେ ଗ୍ରାମର ଶତାଧିକ ଯୁବକ

Sonapur, Subarnapur (Sonepur) | Aug 28, 2025
ସୂଚନା ଅନୁସାରେ ଆଜି ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣ ପର୍ବ ନୁଆଁ ଖାଇ ହୋଇଥିବା ବେଳେ, ଏହି ଅବସରରେ ନୁଆଁ ଖାଇର ଅବ୍ୟବହିତ ପୂର୍ବରୁ ଜିଲ୍ଲାର ସୁବଳୟା ସହରରେ ପାରମ୍ପରିକ ଶ୍ରୀଫଳ ଖେଳ ଅନୁଷ୍ଠିତ ହୋଇଯାଇଛି l ଏହା ଏକ ପ୍ରତିଯୋଗିତା ମୂଳକ ଖେଳ ହୋଇଥିବା ବେଳେ ଏହି କ୍ରମରେ ସହରର ଯୁବକ ମାନେ ୨ ଭାଗରେ ବିଭକ୍ତ ହୋଇ ଏହି ଖେଳ ଖେଳୁଥିବା ଦେଖିବାକୁ ମିଳିଛି l
Read More News
T & CPrivacy PolicyContact Us