This browser does not support the video element.
ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକର ଦ୍ବାରଗାଁ ର ଗଣେଶ ପୂଜା ଉତ୍ସବ କାର୍ଯ୍ୟକ୍ରମ ରେ ଯୋଗ ଦେଲେ NAC ର ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା ।
Digapahandi, Ganjam | Aug 28, 2025
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକର ଦ୍ବାରଗାଁ ର ଗଣେଶ ପୂଜା ଉତ୍ସବ କାର୍ଯ୍ୟକ୍ରମ ରେ ଯୋଗ ଦେଲେ NAC ର ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା । ସେ ଆଜି ଦିନ 11 ଘଣ୍ଟ ସମୟରେ ଦ୍ବାରଗାଁ ରେ ପହଁଚି ଗ୍ରାମ ର ଗଣେଶ ପୂଜା ଉତ୍ସବ କାର୍ଯ୍ୟକ୍ରମ ରେ ଯୋଗ ଦେବା ସହ ପୂଜା କମିଟି ର ସଦସ୍ଯ ମାନଙ୍କ ସହ ଆଲୋକପାତ କରିଥିଲେ । ଏଥିସହ ଶାନ୍ତିପୂର୍ଣ୍ଣ ଭାବରେ ମେଢ ଭସାଣି କାର୍ଯ୍ୟକ୍ରମ କରିବା ପାଇଁ NAC ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା କମିଟି ର ସଦସ୍ଯ ମାନଙ୍କୁ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ NAC ର ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା ଓ ତାଙ୍କର ବହୁ ସମର୍ଥକ ମାନେ ମଧ୍ଯ ଯୋଗ ଦେଇଥିଲେ ।।