Download Now Banner

This browser does not support the video element.

ପଟ୍ଟାଙ୍ଗୀ: ନନ୍ଦପୁର ବ୍ଲକ ସୀମାନ୍ତରେ ଆନ୍ଦ୍ର ଓଡିଶାର ମିଳିତ ଅବକାରୀ ବିଭାଗର ଚଢାଉ ,5500 ଲିଟର ପଚ ଓ 500 ଦେଶୀ ମଦ ନଷ୍ଟ

Pottangi, Koraput | Sep 29, 2025
ନନ୍ଦପୁର ବ୍ଲକ ସୀମାନ୍ତ ରେ ବଡ଼ ଧରଣ ର ଅବକାରୀ ବିଭାଗର ଚଢାଉ ହୋଇଛି l ଓଡିଶା ଆନ୍ଦ୍ର ମିଳିତ ଅବକାରୀ ବିଭାଗର ଚଢାଉରେ ଆତଙ୍କିତ ହୋଇଛନ୍ତି ମଦ ମାଫିଆ l ସୋମବାର ଉଭୟ ରାଜ୍ୟ ର ଅବକାରୀ ଦଳ ନନ୍ଦପୁର ବ୍ଲକ ଅନ୍ତର୍ଗତ ପାଡୁଆ ଥାନା ଅଧୀନସ୍ଥ ସୀମାନ୍ତ ଅଞ୍ଚଳ ପାନ୍ଥଲୁଙ୍ଗ ଗ୍ରାମ ପଞ୍ଚାୟତ ଅଣ୍ଡୁରୁଗୁଡା, ସବାପୁଟ ଗ୍ରାମ ରୁ ଆତର୍କିତ ଛଡାଉ କରି 5500 ଲିଟର ପଚ ଓ 500 ଲିଟର ଦେଶୀ ରନ୍ଧା ମଦ ନଷ୍ଟ କରିଥିବା ସଂଧ୍ଯା ୭ଟା ସମୟରେ ଅବକାରୀ ବିଭାଗ ତରଫରୁ ସୂଚନା l ତେବେ ଅବକାରୀ ଚଢାଵ ଦେଖି ମଦ ମାଫିଆ ଘଟଣା ସ୍ଥଳ ରୁ ଫେରାର ହୋଇଯାଇଥିବା ସୂଚନା l
Read More News
T & CPrivacy PolicyContact Us