Install App
samalbaidyanath13
This browser does not support the video element.
ବୌଦ୍ଧ ସଦର: ଆସନ୍ତା କାଲି ବୌଦ୍ଧ ସହରର ମାଳିସାହି ସହିତ ଅନ୍ୟାନ୍ୟ ଅଞ୍ଚଳରେ ସକାଳ ୬.୩୦ରୁ ସକାଳ ୮ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିବ
Baudh Sadar, Boudh (Bauda) | Oct 7, 2025
ଆଜି ଅପରାହ୍ନ ୪.୩୦ସମୟରେ, ବୌଦ୍ଧ ସହର ସ୍ଥିତ ଟାଟା ପାୱାର କାର୍ଯ୍ୟାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ l ଆସନ୍ତା କାଲି ଯାନ୍ତ୍ରିକ ମରାମତି କାର୍ଯ୍ୟ ନିମନ୍ତେ ବଗିଚା ସାହି, ରାମେଶ୍ୱର ବିହାର, ମାଳି ସାହି, ସୁଦ୍ଧ ସାହି, ବ୍ରିଜ ଛକ ଇତ୍ୟାଦି ଅଂଚଳରେ ସକାଳ ୬. ୩୦ ଠାରୁ ସକାଳ ୮:୦୦ ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ୍ ସରବରାହ ବନ୍ଦ ରହିବ।
Share
Read More News
T & C
Privacy Policy
Contact Us
Your browser does not support JavaScript!